ଦୁଇଛୁଆଙ୍କୁ ୫ ହଜାର ଟଙ୍କାରେ ବିକ୍ରି କରିଲା ପିଶାଚ ବାପା : ଅଭିଯୋଗ କଲେ ମା’

ଭୁବନେଶ୍ବର: ୫ ହଜାର ଟଙ୍କାରେ ଛୁଆକୁ ବିକ୍ରି କରିଛି ବାପା। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଛୁଆଙ୍କର ମା। ଭୁବନେଶ୍ବରର ଛୁଆ ବିକ୍ରି ହେଲା ଭଦ୍ରକ ଧାମନଗରରେ। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଇଶାନେଶ୍ଵର ବସ୍ତିର ଶେଖ ମୁସିବୁଲ ଦୁଇ ପୁଅ ଶେଖ ମୁସ୍ତାକ ଓ ଶେଖ ରୋହିତଙ୍କୁ ଧାମନଗରରେ ଜଣଙ୍କୁ ବିକ୍ରି କରିଦେଇଥିବା ଛୁଆଙ୍କ ମା ରୋଜି ରାଓ ଅଭିଯୋଗ କରିଛନ୍ତି। ବଡ ପୁଅ ଧାମନଗରରେ ଜଣଙ୍କ ଘରେ ଥିବା ଜାଣିବା … Continue reading ଦୁଇଛୁଆଙ୍କୁ ୫ ହଜାର ଟଙ୍କାରେ ବିକ୍ରି କରିଲା ପିଶାଚ ବାପା : ଅଭିଯୋଗ କଲେ ମା’